Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ବୌଦ୍ଧ ମହାନଦୀ ବ୍ରିଜ୍‌ରୁ ଡେଇଁ ଯୁବକ ନିଖୋଜ ଅଗ୍ନିଶମ ବାହିନୀ ଓ ପୋଲିସର ଖୋଜାଖୋଜି ଜାରି ​ବୌଦ୍ଧରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। କିଆକଟାରୁ ବୌଦ୍ଧ ଆସୁଥିବା ସମୟରେ ମହାନଦୀ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ​ନିଖୋଜ ବ୍ୟକ୍ତି: ଅଗସ୍ତି ସାହୁ ​ବାଙ୍କପାଲ ଗ୍ରାମ, କିଆକଟା ଥାନା (ଅନୁଗୁଳ ଜିଲ୍ଲା) ​ନିଜ ସାନ ପୁଅ ଏବଂ ପୁତୁରାଙ୍କ ସହିତ ବାଇକ୍‌ରେ ବୌଦ୍ଧ ଆସୁଥିବା ବେଳେ, ହଠାତ୍ ବ୍ରିଜ୍ ଉପରେ ଗାଡ଼ି ରଖିବାକୁ କହି ନଦୀକୁ ଡେଇଁ ପଡ଼ିଥିଲେ ଅଗସ୍ତି। ​ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ଜଳସ୍ତର ଏବଂ ସ୍ରୋତ ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ଜଟିଳତା ଦେଖାଦେଇଛି। ​#Boudh #MahanadiBridge #Kiakata #OdishaNews #ArgusNews #SearchOperation #boudhupdate

ବୌଦ୍ଧ ମହାନଦୀ ବ୍ରିଜ୍‌ରୁ ଡେଇଁ ଯୁବକ ନିଖୋଜ ଅଗ୍ନିଶମ ବାହିନୀ ଓ ପୋଲିସର ଖୋଜାଖୋଜି ଜାରି ​ବୌଦ୍ଧରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। କିଆକଟାରୁ ବୌଦ୍ଧ ଆସୁଥିବା ସମୟରେ ମହାନଦୀ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ​ନିଖୋଜ ବ୍ୟକ୍ତି: ଅଗସ୍ତି ସାହୁ ​ବାଙ୍କପାଲ ଗ୍ରାମ, କିଆକଟା ଥାନା (ଅନୁଗୁଳ ଜିଲ୍ଲା) ​ନିଜ ସାନ ପୁଅ ଏବଂ ପୁତୁରାଙ୍କ ସହିତ ବାଇକ୍‌ରେ ବୌଦ୍ଧ ଆସୁଥିବା ବେଳେ, ହଠାତ୍ ବ୍ରିଜ୍ ଉପରେ ଗାଡ଼ି ରଖିବାକୁ କହି ନଦୀକୁ ଡେଇଁ ପଡ଼ିଥିଲେ ଅଗସ୍ତି। ​ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ଜଳସ୍ତର ଏବଂ ସ୍ରୋତ ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ କିଛିଟା ଜଟିଳତା ଦେଖାଦେଇଛି। ​#Boudh #MahanadiBridge #Kiakata #OdishaNews #ArgusNews #SearchOperation #boudhupdate - Baudh Sadar News