#ବିଜୁ_ଯୁବଛାତ୍ର_ଜନତାଦଳ_ଦଳପକ୍ଷରୁ_ବିକ୍ଷୋଭ
#ଶିକ୍ଷାର_ଅଧିକାର_ଆମର_ଦାବି_ନାରାରେ_ଜିଲ୍ଲାପାଳ_ଅଫିସ!
ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ 'ଶିକ୍ଷା ବଞ୍ଚାଓ ଆନ୍ଦୋଳନ' ଆୟୋଜିତ ହୋଇଯାଇଛି।
ପିଲାଙ୍କ ଶିକ୍ଷାର ସୁରକ୍ଷା ଓ ସେମାନଙ୍କ ହକ ପାଇଁ ଏହି ଲଢ଼େଇ । Rajkishore Behera Mahima TV Rajesh Giri Rajesh Behera
#ShikhyaBachaoAndolan #balasore #highlightseveryone #bjd #BJDDigitalWing #Odisha
Naveen Patnaik Ipshitaa Sahoo Goutambuddha Das #mahimatv
Basta, Balasore | Jul 13, 2026