Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଫକୀରମୋହନ ମେଡିକାଲ କଲେଜରେ ନୂତନ ହୃଦରୋଗ କେନ୍ଦ୍ର ସ୍ଥାପନ ନେଇ ବିଧାନସଭା ରେ ଦୃଷ୍ଟି ଆକର୍ଷଣ କଲେ ସଦରବିଧାୟକ

Baleshwar M, Balasore | Dec 3, 2025
ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଫକୀରମୋହନ ମେଡିକାଲ କଲେଜରେ ନୂତନ ହୃଦରୋଗ କେନ୍ଦ୍ର (Cardiac Care Unit) ସ୍ଥାପନ ପାଇଁ ଆଜି ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ।ଏନେଇ ବୁଧବାର ସଂଧ୍ୟା ୬ ଘଟିକାରେ ସୂଚନା ଦିଆଯାଇଛି।
ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଫକୀରମୋହନ ମେଡିକାଲ କଲେଜରେ ନୂତନ ହୃଦରୋଗ କେନ୍ଦ୍ର ସ୍ଥାପନ ନେଇ ବିଧାନସଭା ରେ ଦୃଷ୍ଟି ଆକର୍ଷଣ କଲେ ସଦରବିଧାୟକ - Baleshwar M News