Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଚିକିଟି: ଦେସାରି ଗ୍ରାମରେ ମହାଭାରତ ନାଟକ ଉଦଯାପନୀ କାର୍ଯ୍ୟକ୍ରମ, ଯୋଗଦେଲେ ସାଂସଦ ପ୍ରତିନିଧି

Chikiti, Ganjam | Dec 1, 2025
କଳା ସଂସ୍କୃତି ସମ୍ପନ୍ନ ଗଞ୍ଜାମ ଜିଲ୍ଲା ।ଗଞ୍ଜାମ ଜିଲ୍ଲା ଚିକିଟୀ ଅଞ୍ଚଳ ଲୋକକଳାର ଗନ୍ତାଘର। ଏଠାରେ ଏଯାବତ ପୌରାଣିକ ନାଟକ ଧାରା ବଞ୍ଚିରହିଛି। ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦପୁର ପଞ୍ଚାୟତର ଦେସାରି ଗ୍ରାମରେ ମହାଭାରତ ନାଟକ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଏଥିରେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

MORE NEWS

No related stories for this location.