Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଙ୍କ କାର୍ଯ୍ୟଳୟ ଠାରେ କଳାହାଣ୍ଡି ଉତ୍ସବ ପାଇଁ ଜରୁରୀ ବୈଠକ ଅନୁଷ୍ଠିତ

Junagarh, Kalahandi | Jan 5, 2026
ଆଜି 5ତାରିଖ ମଧ୍ୟହ୍ନ 2.30ରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଙ୍କ କାର୍ଯ୍ୟଳୟ ଠାରେ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ଉତ୍ସବ ର ସବିଶେଷ ଭାବରେ ଆଲୋଚନା କରାଯାଇଥିଲା, ଏହି ବୈଠକ ରେ ବିଡ଼ିଓ ତ୍ରିପୁର ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ବିଇଓ ରାଜେଶ କୁମାର ନାଏକ, ସିଡିପିଓ ପଦ୍ମ ମଞ୍ଜରୀ ପ୍ରଧାନ ସମେତ ସାମ୍ବାଦିକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଉପସ୍ଥିତ ରହି ନିଜ ନିଜ ମତ ପ୍ରଦାନ କରିଥିଲେ