ମୋହନା ପଞ୍ଚାୟତ ସମିତି ପକ୍ଷରୁ ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆଜି ଦିନ ୧୧ ଘଣ୍ଟ ସମୟରୁ ଦିନ ଦୁଇ ଘଣ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଏହି ବୈଠକ ରେ ବ୍ଲକ ର ସମସ୍ତ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ଚାଲିଛି ତାହା ସମୀକ୍ଷା କରାଯାଇଥିଲା। ବ୍ଲକ ର ପ୍ରତେକ ପଞ୍ଚାୟତ ରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମନରେଗା ଯୋଜନା ରେ କାର୍ଯ୍ୟ,ଜଙ୍ଗଲ ଜମି ପ