ନୀଳଗିରି: ନୀଳଗିରି ମହାବିଦ୍ୟାଳୟରେ 'ଆତ୍ମନିର୍ଭର ଭାରତ' ପଥ ପ୍ରାନ୍ତ ନାଟକ, ଯୋଗଦେଲେ ସାଂସଦ
ନୀଳଗିରି ମହାବିଦ୍ୟାଳୟରେ 'ସେବା ମାସ' ଅଭିଯାନ ଅନ୍ତର୍ଗତ ଆୟୋଜିତ ହୋଇଛି ଆତ୍ମନିର୍ଭର ଭାରତ ଉପରେ ପଥ ପ୍ରାନ୍ତ ନାଟକ। ଏଥିରେ ଯୋଗ ଦେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଦେଶ ନିର୍ମାଣରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି।