ଆଳି: MMDR ଆଇନ 2026 ବିରୋଧରେ କଂଗ୍ରେସର ବିଶାଳ ବିକ୍ଷୋଭ: ସାମିଲ ହେଲେ ଦେବସ୍ମିତା ଶର୍ମା
ଭୁବନେଶ୍ୱରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ MMDR ଆଇନ-2026 ବିରୋଧରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଆଳିର କଂଗ୍ରେସ ନେତ୍ରୀ ଡ଼କ୍ଟର ଦେବସ୍ମିତା ଶର୍ମା ଯୋଗଦେଇ ଏହି ଆଇନକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି।