ସୋର: ସୋର ସାରସ୍ୱତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ସେବା ସଂକଳ୍ପ ଅଭିଯାନ
Soro, Balasore | Sep 29, 2026 ସୋର ବ୍ଲକ ଅନନ୍ତପୁର ସ୍ଥିତ ସାରସ୍ୱତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସେବା ଓ ସମର୍ପଣ ଭାବର ଗୁରୁତ୍ୱ ବୁଝାଇଲେ।