ଗିର୍ଲିଗୁଡ଼ ଠାରେ ଫୁଟବଲ ଟୁର୍ନାମେଣ୍ଟ ଶୁଭାରମ୍ଭ ହେଲା। ଏହି ଅବସରେ ଯୋଗଦେଲ ଫୁଟବଲ ଟୁର୍ନାମେଣ୍ଟ କୁ ଫିତା କାଟି ଶୁଭାରମ୍ଭ କଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ ତାଙ୍କ ସହ ଉପସ୍ଥିତି ଥିଲି ଜିଲ୍ଲା ପରିଷଦ ସଭ୍ୟା ଗୁପ୍ତ ବିଷୟୀ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ଚଚାରଗୁଡା ସରପଞ୍ଚ ରଞ୍ଜୁ ଭତ୍ରା ସମେତ ସ୍ଥାନୀୟ ଅଂଚଳର ଖେଳପ୍ରେମ ଭାଇ ମାନେ।