ବରଗଡ ସଦର: ବରଗଡ଼ରେ ସଫାଇ କର୍ମଚାରୀଙ୍କୁ ମିଳିଲା ସୁରକ୍ଷା ସାମଗ୍ରୀ ଓ PPE କିଟ୍
ବରଗଡ଼ ଜିଲ୍ଲାରେ ଆୟୋଜିତ ସଫାଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିରରେ ସଫାଇ କର୍ମଚାରୀଙ୍କୁ ପି ପି ଇ କିଟ୍ ଓ ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଛି। କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।