ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ହୋଇଥିବା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ବୁଦ୍ଧିକୋମନା ପଞ୍ଚାୟତ ଅନ୍ତର୍ଗତ ଜଳମକଟା ଗାଁର ଅନେକ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
#everyonefollowers
#padampurtv
#viralchallenge
#odisha
#highlightseveryone
Bargarh, Bargarh (Baragarh) | Jul 30, 2026