Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଆସିକା: କେନ୍ଦୁପଦର ଏନ୍.ବି.ସି କଲେଜରେ ଯୁବ ରେଡ୍ କ୍ରସର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

Asika, Ganjam | Nov 30, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଭାରତୀୟ ଯୁବ ରେଡ୍ କ୍ରସ ରାଜ୍ୟସ୍ତରୀୟ ତ୍ରିଦିବସୀୟ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିରର କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି l ତିନିଦିନ ପୂର୍ବେ ବହୁ ଅତିଥି ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଉଦଘାଟନ ହୋଇଥିବା ବେଳେ ଆଜି ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅରୁଣା ଜିଲ୍ଲା ମୁଖ୍ୟ ଲୋକନାଥ ମିଶ୍ର ଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ l