ପୁରୀ: ସମୁଦ୍ର ବେଳାଭୂମିରେ ହଜିଥିବା ମୋବାଇଲ ଉଦ୍ଧାର, ମାଲିକକୁ ହସ୍ତାନ୍ତର କଲା ସି-ବିଚ୍ ଥାନା
Puri, Puri | Oct 24, 2026
ପୁରୀ ସି-ବିଚ୍ ଥାନା ପୁଲିସ ଦ୍ୱାରା ଜଣେ ପର୍ଯ୍ୟଟକଙ୍କ ହଜିଯାଇଥିବା ମୋବାଇଲ ଉଦ୍ଧାର। ଟେକ୍ନିକାଲ ଟିମ୍ ସହାୟତାରେ ଫୋନ ଟ୍ରେସ୍ କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ।