Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କାର୍ଯ୍ୟରତ ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ,୩ ଅଭିଯୁକ୍ତ ଗିରଫ, ଲୁହା ରଡ୍ ଓ ଚାକୁ ଜବତ ଜୟପୁର ପୋଲିସ କାର୍ଯ୍ୟରତ ହୋମଗାର୍ଡ ପ୍ରସାଦ ପୁଜାରୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତ୍ୱରିତ ପଦକ୍ଷେପ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ହରିଜନ, ଅଜିତ୍ ସଗରିଆ ଓ ମାଧବ ମାଝୀ। ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଲୁହା ରଡ୍ ଓ ଚାକୁ ଜବତ କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବ୍ୟକ୍ତିଗତ ଶତ୍ରୁତା ଓ ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିଲା। ଗୁରୁତର ଆହତ ହୋଇଥିବା ହୋମଗାର୍ଡ ପ୍ରସାଦ ପୁଜାରୀ ବର୍ତ୍ତମାନ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। 👉 ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। #Jeypore #Koraput #Police #CrimeNews #OdishaNews #BreakingNews

Koraput Town, Koraput | Aug 2, 2026

MORE NEWS

ବୈପାରିଗୁଡାରେ ହୋମ୍ ଗାର୍ଡଙ୍କୁ ଲୁହା ରଡ୍ ଓ ଛୁରୀରେ ଆକ୍ରମଣ । ୩ ଜଣଙ୍କୁ ଗିରଫ କଲା ପୋଲିସ। ସୂଚନା ଦେଲେ ଜୟପୁର SDPO

ବୈପାରିଗୁଡାରେ ହୋମ୍ ଗାର୍ଡଙ୍କୁ ଲୁହା ରଡ୍ ଓ ଛୁରୀରେ ଆକ୍ରମଣ । ୩ ଜଣଙ୍କୁ ଗିରଫ କଲା ପୋଲିସ। ସୂଚନା ଦେଲେ ଜୟପୁର SDPO

Koraput Town, Koraput | Aug 2, 2026

ଅସ୍ଥାୟୀ କର୍ମଚାରିଙ୍କ ସପକ୍ଷରେ ବାହାରିଲେ ପୂର୍ବତନ ମନ୍ତ୍ରୀ ରବିନନ୍ଦ @amoodishalive #news #jayapur #rabinanda #highlightseveryonefollowers #nonfollowers

ଅସ୍ଥାୟୀ କର୍ମଚାରିଙ୍କ ସପକ୍ଷରେ ବାହାରିଲେ ପୂର୍ବତନ ମନ୍ତ୍ରୀ ରବିନନ୍ଦ @amoodishalive #news #jayapur #rabinanda #highlightseveryonefollowers #nonfollowers

Koraput Town, Koraput | Aug 2, 2026

⚽🏆 କୋରାପୁଟରେ ଫୁଟବଲ୍ ମହାକୁମ୍ଭ! 🏆⚽
କୋରାପୁଟର ଫୁଟବଲ୍ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। କୋରାପୁଟ ଜିଲ୍ଲା ଫୁଟବଲ୍ ନକ୍ଆଉଟ୍-କମ୍-ଲିଗ୍ ଟୁର୍ଣ୍ଣାମେଣ୍ଟ–୨୦୨୬ ପୋଲିସ ଗ୍ରାଉଣ୍ଡରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା।
ଜିଲ୍ଲାର ବିଭିନ୍ନ କ୍ଲବ୍ ଓ ପ୍ରତିଭାବାନ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ଲିଗ୍ ଓ ନକ୍ଆଉଟ୍ ଫର୍ମାଟରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଞ୍ଚରେ ଭରି ରହିଥିଲା ।
#Koraput #KoraputFootball #KDFA #FootballTournament2026 #PoliceGroundKoraput #Sports #OdishaFootball #KoraputNews

⚽🏆 କୋରାପୁଟରେ ଫୁଟବଲ୍ ମହାକୁମ୍ଭ! 🏆⚽ କୋରାପୁଟର ଫୁଟବଲ୍ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। କୋରାପୁଟ ଜିଲ୍ଲା ଫୁଟବଲ୍ ନକ୍ଆଉଟ୍-କମ୍-ଲିଗ୍ ଟୁର୍ଣ୍ଣାମେଣ୍ଟ–୨୦୨୬ ପୋଲିସ ଗ୍ରାଉଣ୍ଡରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ କ୍ଲବ୍ ଓ ପ୍ରତିଭାବାନ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ଲିଗ୍ ଓ ନକ୍ଆଉଟ୍ ଫର୍ମାଟରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଞ୍ଚରେ ଭରି ରହିଥିଲା । #Koraput #KoraputFootball #KDFA #FootballTournament2026 #PoliceGroundKoraput #Sports #OdishaFootball #KoraputNews

Koraput Town, Koraput | Aug 2, 2026

⚽🏆 କୋରାପୁଟରେ ସଫଳତାର ସହ ଅନୁଷ୍ଠିତ ହେଲା ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୬ 🏆⚽

କୋରାପୁଟ ପୋଲିସ ଗ୍ରାଉଣ୍ଡରେ କୋରାପୁଟ ଜିଲ୍ଲା ଫୁଟବଲ୍ ନକ୍ଆଉଟ୍-କମ୍-ଲିଗ୍ ଟୁର୍ଣ୍ଣାମେଣ୍ଟ–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କ୍ରୀଡ଼ା ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ବିଭିନ୍ନ ଦଳ ଅଂଶଗ୍ରହଣ କରି ଦର୍ଶକଙ୍କୁ ରୋମାଞ୍ଚକର ମ୍ୟାଚ୍ ଉପହାର ଦେଇଥିଲେ।

ଏଭଳି କ୍ରୀଡ଼ା ପ୍ରତିଯୋଗିତା ଜିଲ୍ଲାର ଯୁବ ପ୍ରତିଭାଙ୍କୁ ଆଗକୁ ଆଣିବା ସହ ଫୁଟବଲ୍ କ୍ରୀଡ଼ାର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

⚽ ଖେଳକୁ ଭଲ ପାଆନ୍ତୁ, ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ।

#Koraput #KoraputNews #Football #KDFA #FootballTournament2026 #Sports #OdishaFootball #PoliceGroundKoraput

⚽🏆 କୋରାପୁଟରେ ସଫଳତାର ସହ ଅନୁଷ୍ଠିତ ହେଲା ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୬ 🏆⚽ କୋରାପୁଟ ପୋଲିସ ଗ୍ରାଉଣ୍ଡରେ କୋରାପୁଟ ଜିଲ୍ଲା ଫୁଟବଲ୍ ନକ୍ଆଉଟ୍-କମ୍-ଲିଗ୍ ଟୁର୍ଣ୍ଣାମେଣ୍ଟ–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ବିଭିନ୍ନ ଦଳ ଅଂଶଗ୍ରହଣ କରି ଦର୍ଶକଙ୍କୁ ରୋମାଞ୍ଚକର ମ୍ୟାଚ୍ ଉପହାର ଦେଇଥିଲେ। ଏଭଳି କ୍ରୀଡ଼ା ପ୍ରତିଯୋଗିତା ଜିଲ୍ଲାର ଯୁବ ପ୍ରତିଭାଙ୍କୁ ଆଗକୁ ଆଣିବା ସହ ଫୁଟବଲ୍ କ୍ରୀଡ଼ାର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ⚽ ଖେଳକୁ ଭଲ ପାଆନ୍ତୁ, ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ। #Koraput #KoraputNews #Football #KDFA #FootballTournament2026 #Sports #OdishaFootball #PoliceGroundKoraput

Koraput Town, Koraput | Aug 2, 2026

⚽🏆 କୋରାପୁଟରେ ସଫଳତାର ସହ ଶେଷ ହେଲା ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୬ 🏆⚽

କୋରାପୁଟ ପୋଲିସ ଗ୍ରାଉଣ୍ଡରେ କୋରାପୁଟ ଜିଲ୍ଲା ଫୁଟବଲ୍ ନକ୍ଆଉଟ୍-କମ୍-ଲିଗ୍ ଟୁର୍ଣ୍ଣାମେଣ୍ଟ–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ବିଭିନ୍ନ ଦଳ ଅଂଶଗ୍ରହଣ କରି ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ।

ଏଭଳି କ୍ରୀଡ଼ା ଆୟୋଜନ ଜିଲ୍ଲାର ଯୁବ ଫୁଟବଲ୍ ପ୍ରତିଭାଙ୍କୁ ଆଗକୁ ଆଣିବା ସହ କ୍ରୀଡ଼ା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି।

⚽ କୋରାପୁଟରେ ଫୁଟବଲ୍ ପ୍ରତି ଉତ୍ସାହ ଏଭଳି ଜାରି ରହୁ।

#Koraput #Football #KoraputNews #KDFA #Sports #OdishaFootball #Pottangi #RamachandraKadam

⚽🏆 କୋରାପୁଟରେ ସଫଳତାର ସହ ଶେଷ ହେଲା ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୬ 🏆⚽ କୋରାପୁଟ ପୋଲିସ ଗ୍ରାଉଣ୍ଡରେ କୋରାପୁଟ ଜିଲ୍ଲା ଫୁଟବଲ୍ ନକ୍ଆଉଟ୍-କମ୍-ଲିଗ୍ ଟୁର୍ଣ୍ଣାମେଣ୍ଟ–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ବିଭିନ୍ନ ଦଳ ଅଂଶଗ୍ରହଣ କରି ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ। ଏଭଳି କ୍ରୀଡ଼ା ଆୟୋଜନ ଜିଲ୍ଲାର ଯୁବ ଫୁଟବଲ୍ ପ୍ରତିଭାଙ୍କୁ ଆଗକୁ ଆଣିବା ସହ କ୍ରୀଡ଼ା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି। ⚽ କୋରାପୁଟରେ ଫୁଟବଲ୍ ପ୍ରତି ଉତ୍ସାହ ଏଭଳି ଜାରି ରହୁ। #Koraput #Football #KoraputNews #KDFA #Sports #OdishaFootball #Pottangi #RamachandraKadam

Koraput Town, Koraput | Aug 2, 2026

କାର୍ଯ୍ୟରତ ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ,୩ ଅଭିଯୁକ୍ତ ଗିରଫ, ଲୁହା ରଡ୍ ଓ ଚାକୁ ଜବତ ଜୟପୁର ପୋଲିସ କାର୍ଯ୍ୟରତ ହୋମଗାର୍ଡ ପ୍ରସାଦ ପୁଜାରୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତ୍ୱରିତ ପଦକ୍ଷେପ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ହରିଜନ, ଅଜିତ୍ ସଗରିଆ ଓ ମାଧବ ମାଝୀ। ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଲୁହା ରଡ୍ ଓ ଚାକୁ ଜବତ କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବ୍ୟକ୍ତିଗତ ଶତ୍ରୁତା ଓ ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିଲା। ଗୁରୁତର ଆହତ ହୋଇଥିବା ହୋମଗାର୍ଡ ପ୍ରସାଦ ପୁଜାରୀ ବର୍ତ୍ତମାନ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। 👉 ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। #Jeypore #Koraput #Police #CrimeNews #OdishaNews #BreakingNews - Koraput Town News