କଳାହାଣ୍ଡି: ଭବାନୀପାଟଣା ଛତର ଯାତ୍ରା: ଜାତୀୟ ରାଜପଥ 26ରେ ଶହ ଶହ ଗାଡ଼ି ଅଟକ
Kalahandi, Kalahandi | Oct 18, 2026
ଭବାନୀପାଟଣାରେ ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ବାଦଲି ନିକଟରେ ବଡ଼ଧରଣର ଟ୍ରାଫିକ ସମସ୍ୟା। ଜାତୀୟ ରାଜପଥ 26ରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ଶହ ଶହ ଗାଡ଼ି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ ଏଭଳି ସ୍ଥିତି।