ସରକାରଙ୍କ ଦୁଇବର୍ଷ ପୁର୍ତ୍ତି : ବିକାଶ ଧାରାରେ ଆଗେଇଛି କୋରାପୁଟ
ଦୁଇ ବର୍ଷରେ କୋରାପୁଟ ଜିଲ୍ଲାରେ ବିକାଶର ନୂଆ ଅଧ୍ୟାୟ ଲେଖାଯାଇଛି। ଗ୍ରାମୀଣ ଭିତ୍ତିଭୂମିରୁ ଆରମ୍ଭ କରି ସଡ଼କ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣମୂଳକ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଦେଖିବାକୁ ମିଳିଛି।
ବିକାଶ, ସୁଶାସନ ଓ ଲୋକସେବାର ପ୍ରତିବଦ୍ଧତା ସହ କୋରାପୁଟ ଆଗକୁ ବଢ଼ୁଛି। ଏହି ଦୁଇ ବର୍ଷର ସଫଳତା ଆଗାମୀ ଦିନରେ ଜିଲ୍ଲାର ପ୍ରଗତିକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।
#ସରକାରଙ୍କ_ଦୁଇବର୍ଷ_ପୁର୍ତ୍ତି #ବିକାଶ_ଧାରାରେ_କୋରାପୁଟ #Koraput #Development #Odisha #BJPGovernment