Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ତଲସରା: ଲକ୍ରାଘରା ଗ୍ରାମ ରେ ନଅ ଟିକିଆ ବଣୁଆ ହାତୀ ପଲ ଉପଦ୍ରବ ବ୍ୟାପକ ଧାନ ନଷ୍ଟ

Talasara, Sundargarh | Nov 27, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଉପାନ୍ତ ରେ ରହିଥିବା ଲକ୍ରାଘରା ଗ୍ରାମ ରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀ ପଲ ବ୍ୟାପକ ଉପଦ୍ରବ କରିଛନ୍ତି।ସେମାନେ ଗ୍ରାମ ନିକଟସ୍ଥ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଆଜି ବଡ଼ଗାଁ ଵନ ବିଭାଗ କାର୍ଯ୍ୟାଳୟକୁ ଆସି ଘଟଣା ବିଷୟରେ ଲିଖିତ ଜଣାଇଛନ୍ତି। ଏହି ହାତୀ ପଲ ସବଡେଗା ଓ ବଡ଼ଗାଁ ବ୍ଳକର ସୀମା ରେ ରହିଥିବା ଗ୍ରାମ ରେ ଗତ ଦୁଇଦିନ ହେଲା ଉପଦ୍ରବ ଆରମ୍ଭ କରିଛନ୍ତି। ତେବେ ଲକ୍ରାଘରା ଗ୍ରାମ ରେ ୩ ଜଣ ଚାଷୀ ଙ୍କର ବ୍ୟାପକ କ୍ଷୟକ୍ଷତ ହୋଇଥିବା ସୂଚନା ମିଳିଛି।