Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ନଦୀ ଏନ ଏସି ଶାସ୍ତ୍ରୀ ଘାଟ ରୁ ଅଚିହ୍ନା ଶବ ଉଦ୍ଧାର

ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ଅଧିନ ବୈତରଣୀ ନଦୀ ଶାସ୍ତ୍ରୀଘାଟ ଘାଟରୁ ଏକ ଅଚିହ୍ନା ଶବ ଉଦ୍ଧାର କରାଯାଉଛି I ନଦୀରେକୂଳରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା I କେହିଜଣେ ଚାନ୍ଦବାଲି ଦମକଳ କେନ୍ଦ୍ରକୁ ଖବର ଦେବାପରେ ଦମକଳ ବାହିନୀ ପହଞ୍ଚି ନଦୀରୁ ଶବଟିକୁ ଉଧାର କରିଛି I ଚାନ୍ଦବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଆଜି ଦିନ ୪.୩୦ ମିନିଟ ସମୟରେ ମୃତ ଦେହ ଭାସୁଥିବା ର ଦେଖିବାକୁ ମିଳିଛି।

MORE NEWS

🕉️ ହର ହର ମହାଦେବ! 🔱

🙏 ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣୀ ଯାତ୍ରା। ଭକ୍ତି, ଆସ୍ଥା ଓ ଉତ୍ସାହରେ ଉଛୁଳି ପଡ଼ୁଛି ଆରଡି ଧାମ। ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଜୟଘୋଷରେ କମ୍ପୁଛି ସମଗ୍ର ପରିବେଶ। 🚩

📹 ପୂରା ଦୃଶ୍ୟ ଦେଖିବା ପାଇଁ ଭିଡିଓଟି ନିଶ୍ଚୟ ଦେଖନ୍ତୁ।

🔱 "ଓଁ ନମଃ ଶିବାୟ" ଲେଖି ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। 🙏❤️

#HarHarMahadev #OmNamahShivaya #Akhandalamani #AradiDham #ShravaniYatra #BolBom #Odisha #OdishaNews #BreakingNews #TrendingNow #ViralNews #JaiBholenath

🕉️ ହର ହର ମହାଦେବ! 🔱 🙏 ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣୀ ଯାତ୍ରା। ଭକ୍ତି, ଆସ୍ଥା ଓ ଉତ୍ସାହରେ ଉଛୁଳି ପଡ଼ୁଛି ଆରଡି ଧାମ। ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଜୟଘୋଷରେ କମ୍ପୁଛି ସମଗ୍ର ପରିବେଶ। 🚩 📹 ପୂରା ଦୃଶ୍ୟ ଦେଖିବା ପାଇଁ ଭିଡିଓଟି ନିଶ୍ଚୟ ଦେଖନ୍ତୁ। 🔱 "ଓଁ ନମଃ ଶିବାୟ" ଲେଖି ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। 🙏❤️ #HarHarMahadev #OmNamahShivaya #Akhandalamani #AradiDham #ShravaniYatra #BolBom #Odisha #OdishaNews #BreakingNews #TrendingNow #ViralNews #JaiBholenath

Bhadrak Rural, Bhadrak | Jul 20, 2026

🌧️ ବାହୁଡ଼ା ଯାତ୍ରା ବେଳେ ପାଗ ବଦଳିବ! 😳
ପୁଣି ସକ୍ରିୟ ହେଉଛି ଦୁଇ ଦୁଇଟି ଲଘୁଚାପ। ଏହାର ପ୍ରଭାବରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଆପଣଙ୍କ ଜିଲ୍ଲା ତାଲିକାରେ ଅଛି କି? 👇
📍 ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଏବଂ ସତର୍କ ରୁହନ୍ତୁ।
👉 ଏହି ପୋଷ୍ଟକୁ Share କରି ସମସ୍ତଙ୍କୁ ଜଣାନ୍ତୁ।
#BahudaJatra #WeatherAlert #YellowWarning #LowPressure #RainAlert #Odisha #OdiaNews #RCNODIA #BreakingNews #MonsoonUpdate

🌧️ ବାହୁଡ଼ା ଯାତ୍ରା ବେଳେ ପାଗ ବଦଳିବ! 😳 ପୁଣି ସକ୍ରିୟ ହେଉଛି ଦୁଇ ଦୁଇଟି ଲଘୁଚାପ। ଏହାର ପ୍ରଭାବରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଆପଣଙ୍କ ଜିଲ୍ଲା ତାଲିକାରେ ଅଛି କି? 👇 📍 ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଏବଂ ସତର୍କ ରୁହନ୍ତୁ। 👉 ଏହି ପୋଷ୍ଟକୁ Share କରି ସମସ୍ତଙ୍କୁ ଜଣାନ୍ତୁ। #BahudaJatra #WeatherAlert #YellowWarning #LowPressure #RainAlert #Odisha #OdiaNews #RCNODIA #BreakingNews #MonsoonUpdate

Bhadrak Rural, Bhadrak | Jul 20, 2026

ଭଦ୍ରକ: ପୁଣି ଆନ୍ଦୋଳନକୁ ଆସିଲେ ବରପଦା ଇଞ୍ଜିନିୟରିଂ କର୍ମଚାରୀ ସଂଘ, ବରପଦା ଇଞ୍ଜିନିୟରିଂ କଲେଜ ଅନଧିକାର ପରିଚାଳନା କମିଟି କୁ ହଟାଇ ଜିଲ୍ଲାପାଳ ଦାୟିତ୍ଵ ନେବା ଦାବିରେ ଧାରଣ ଓ ପ୍ରତିବାଦ ରେ କର୍ମଚାରୀ ସଂଘ ଓ ଭଦ୍ରକ ନାଗରିକ ମଞ୍ଚ।
#citykhabarbhadrak

ଭଦ୍ରକ: ପୁଣି ଆନ୍ଦୋଳନକୁ ଆସିଲେ ବରପଦା ଇଞ୍ଜିନିୟରିଂ କର୍ମଚାରୀ ସଂଘ, ବରପଦା ଇଞ୍ଜିନିୟରିଂ କଲେଜ ଅନଧିକାର ପରିଚାଳନା କମିଟି କୁ ହଟାଇ ଜିଲ୍ଲାପାଳ ଦାୟିତ୍ଵ ନେବା ଦାବିରେ ଧାରଣ ଓ ପ୍ରତିବାଦ ରେ କର୍ମଚାରୀ ସଂଘ ଓ ଭଦ୍ରକ ନାଗରିକ ମଞ୍ଚ। #citykhabarbhadrak

Bhadrak Rural, Bhadrak | Jul 20, 2026