Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପିପିଲି: ଆବଲପୁର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ବିଇଓଙ୍କୁ ଅଭିଯୋଗ ଘଟଣା, ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ବିଇଓ

Pipili, Puri | Oct 9, 2025
ପିପିଲି ବ୍ଲକ୍ ବାଲିଙ୍ଗା ସ୍ଥିତ ଆବଲ ପୁର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକଙ୍କ ବଦଳୀ ଆଦେଶ ପ୍ରତ୍ୟାହାର ପାଇଁ ଗତକାଲି ଅଭିଭାବକ ମାନଙ୍କ ପକ୍ଷରୁ ବିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଆଜି ମଧ୍ୟାହ୍ନ ୧୨ଟାରେ ନିଜ କାର୍ଯ୍ୟଳୟ ଠାରେ ପ୍ରତିକ୍ରିୟା ରଖିଛନ୍ତି ବିଇଓ ।
ପିପିଲି: ଆବଲପୁର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ବିଇଓଙ୍କୁ ଅଭିଯୋଗ ଘଟଣା, ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ବିଇଓ - Pipili News