ଭୋଗରାଇ: ଭୋଗରାଇରେ ଏସ ୟୁ ସି ଆଇର ପ୍ରତିବାଦ ବିକ୍ଷୋଭ: ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ
ଭୋଗରାଇ ଥାନା ଛକରେ ଏସ ୟୁ ସି ଆଇ କମ୍ୟୁନିଷ୍ଟ ପକ୍ଷରୁ ଦାବି ସପ୍ତାହ ପାଳନ ଅବସରରେ ପ୍ରତିବାଦ ବିକ୍ଷୋଭ। ନିର୍ବାଚନ କମିଶନରଙ୍କ ଇସ୍ତଫା ସହ ବିଭିନ୍ନ ଦାବି ନେଇ କୁଶପୁତ୍ତଳିକା ଦାହ କଲେ କର୍ମୀ। ଅକ୍ଟୋବର 5 ରୁ 11 ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ।