Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ର ବିଭିନ୍ନ ଧାନ ମଣ୍ଡି ର ଶୁଭାରମ୍ଭ କଲେ ବିଧାୟକ

Kabisuryanagar, Ganjam | Jan 10, 2026
କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଶନିବାର ଦିନ ବେଗୁନିଆପଡା ବ୍ଲକର ଏକାଧିକ ଧାନ ମଣ୍ଡି ର ଶୁଭାରମ୍ଭ କରିଛନ୍ତି । ଏହି ବ୍ଲକ ଅନ୍ତର୍ଗତ ଏସ. ଛଚିନା, କେ. ବରିଡା, ମର୍ଦକୋଟ, ବେଗୁନିଆପଡା, ଚିଙ୍ଗୁଡ଼ିଖୋଲ ଓ ତିରିଡା ସେବା ସମବାୟ ସମିତିରେ ଧାନ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀ ନାୟକ । ମିଲର ମାନଙ୍କ ସହିତ ଚାଷୀ ଙ୍କର ଯୋଗାଯୋଗ କରିବା ଆବଶ୍ୟକ ନାହିଁ। ସରକାର ସୋସାଇଟି ଓ ଏସ ଏଚ ଜି ମାଧ୍ୟମରେ ଧାନ କ୍ରୟ କରିବ ମିଲର କେବଳ ଏମାନଙ୍କ ଠାରୁ ଧାନ ନେଇ ଚାଉଳ ଦେବ । କଷ୍ଟ ଅର୍ଜିତ ଧାନକୁ ଶାଗ ମାଛ ଦର ରେ ବିକ୍ରୟ କରନ୍ତୁ ନାହିଁ ବୋଲି କହିଥିଲେ ବିଧାୟକ
କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ର ବିଭିନ୍ନ ଧାନ ମଣ୍ଡି ର ଶୁଭାରମ୍ଭ କଲେ ବିଧାୟକ - Kabisuryanagar News