କେନ୍ଦ୍ରାପଡା: ମହାକାଳପଡ଼ା: ସୁଶାନ୍ତ ବେହେରାଙ୍କ ଝିଅଙ୍କ ମୃତ୍ୟୁ, ପରିବାରକୁ ଭେଟିଲେ ଚିତ୍ତରଞ୍ଜନ ଦାସ
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର ଗ୍ରାମର ସୁଶାନ୍ତ ବେହେରାଙ୍କ ଝିଅଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ସମୟରେ ଜନନେତା ଚିତ୍ତରଞ୍ଜନ ଦାସ ସୁଶାନ୍ତ ବେହେରାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି।