Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
दिल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap
China
Rss

ଡାବୁଗାଁ: ସାଂସଦ ଖେଳ ମହୋତ୍ସବ ପାଇଁ ଡାବୁଗାଁ ରେ ମୋଶାଲ୍ ଶୋଭାଯାତ୍ରା

Dabugan, Nabarangpur | Dec 19, 2025
ଡାବୁଗାଁ ଠାରେ ସାଂସଦ ଖେଳ ମହୋତ୍ସବ ଶୁଭାରମ୍ଭ କରା ଯାଇଛି। ମାଁ ଠାକୁରାଣୀ ଙ୍କ ପୂଜା ଅର୍ଚ୍ଚନା ପରେ ମୋଶାଲ଼ ପ୍ରଜ୍ଜଳିତ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଥିଲା। ମାଁ ଠାକୁରାଣୀ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ଭୈରବ ମହାବିଦ୍ୟାଳୟ ପଡିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ଅବସରରେ ଦୁଇଦିନ ବ୍ୟାପୀ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଡାବୁଗାଁ: ସାଂସଦ ଖେଳ ମହୋତ୍ସବ ପାଇଁ ଡାବୁଗାଁ ରେ ମୋଶାଲ୍ ଶୋଭାଯାତ୍ରା - Dabugan News