#ଜଳକା_ନଦୀରେ_ସତର୍କ_ସଙ୍କେତ_ଉପରେ_ପ୍ରଭାବିତ_ହେଉଛି_ବନ୍ୟା_ପାଣି !!
ବସ୍ତା:ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି ! ବାଲେଶ୍ଵର ଜିଲ୍ଲା ବସ୍ତା ମଥାନୀ ଠାରେ ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ସକାଳେ ୮ଟା ସୁଦ୍ଧା ୬.୩୮ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି ! ଉପର ମୁଣ୍ଡରେ ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା,ମୁରୁଡା,ଚିତ୍ରଡା,ରାସଗୋବିନ୍ଦ ପୁର ,ଚିତ୍ରଡା ଅଂଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ବର୍ଷା ହୋଇଥିବା ଦେଖିବାକୁ ମିଳିଛି ଫଳରେ ତଳି ଅଞ୍ଚଳ ର ଲୋକ ମାନେ ଦୁର୍ବଳ ନଦୀ ବନ୍ଧ ପାଇଁ ଭୟଭୀତ ଅଛନ୍ତି ।
#mahimatv #jalaka #river #fraud
Surajtv Ajit Kumar Sahoo Journalist Rajesh Behera Mahima TV Rajesh Giri Pradip Jena Rajkishore Behera
Basta, Balasore | Jul 15, 2026