Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
image
image
image
image
image

#ଟ୍ରାକ୍ଟର_ଓଲଟି_ଜଣେ_ମୃତ। #ରାସ୍ତା_କଡ଼ରେ_ଠିଆ_ହୋଇଥିବା_ବେଳେ_ଓଲଟିଲା_ଟ୍ରାକ୍ଟର। #ଯୁବକ_ମୃତ_ଚାଳକ_ଫେରାର! ବସ୍ତା ଥାନା ଗାନ୍ଧିଛକ ଦରଡା ମୁଖ୍ୟ ରାସ୍ତା ମମତା ହୋଟେଲ ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇ ଥିବା ଯୁବକ ଉପରେ ଓଲଟିଲା ଟ୍ରାକ୍ଟର। ଯୁବକ ମୃତ। ଘଟଣା ସ୍ଥଳରେ ବସ୍ତା ପୋଲିସ ଓ ଦମକଳବାହିନୀ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ମୃତ ଯୁବକ ହେଲେ ଦରଡା ପଞ୍ଚାୟତ ଏକଡାଳିଆ ଗ୍ରାମର ମଧୁସୂଦନ ମହାନ୍ତି ଙ୍କ ବଡ ପୁଅ ଅଭିଜିତ ମହାନ୍ତି (୧୯) ବୋଲି ଜଣା ପଡିଛି। #mahimatv #Darada #trakatar

Basta, Balasore | Jul 14, 2026

MORE NEWS

#ରାସ୍ତା_କଡ଼ରେ_ଠିଆ_ହୋଇଥିବା_ବେଳେ_ଓଲଟିଲା_ଟ୍ରାକ୍ଟର।
#ଯୁବକ_ମୃତ_ଚାଳକ_ଫେରାର!
 
ବସ୍ତା ଥାନା ଗାନ୍ଧିଛକ ଦରଡା ମୁଖ୍ୟ ରାସ୍ତା ମମତା ହୋଟେଲ ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇ ଥିବା ଯୁବକ ଉପରେ ଓଲଟିଲା ଟ୍ରାକ୍ଟର। ଯୁବକ ମୃତ। ଘଟଣା ସ୍ଥଳରେ ବସ୍ତା ପୋଲିସ ଓ ଦମକଳବାହିନୀ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ମୃତ ଯୁବକ ହେଲେ ଦରଡା ପଞ୍ଚାୟତ ଏକଡାଳିଆ ଗ୍ରାମର ମଧୁସୂଦନ ମହାନ୍ତି ଙ୍କ ବଡ ପୁଅ ଅଭିଜିତ ମହାନ୍ତି (୧୯) ବୋଲି ଜଣା ପଡିଛି।

#mahimatv #Darada #trakatar

#ରାସ୍ତା_କଡ଼ରେ_ଠିଆ_ହୋଇଥିବା_ବେଳେ_ଓଲଟିଲା_ଟ୍ରାକ୍ଟର। #ଯୁବକ_ମୃତ_ଚାଳକ_ଫେରାର! ବସ୍ତା ଥାନା ଗାନ୍ଧିଛକ ଦରଡା ମୁଖ୍ୟ ରାସ୍ତା ମମତା ହୋଟେଲ ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇ ଥିବା ଯୁବକ ଉପରେ ଓଲଟିଲା ଟ୍ରାକ୍ଟର। ଯୁବକ ମୃତ। ଘଟଣା ସ୍ଥଳରେ ବସ୍ତା ପୋଲିସ ଓ ଦମକଳବାହିନୀ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ମୃତ ଯୁବକ ହେଲେ ଦରଡା ପଞ୍ଚାୟତ ଏକଡାଳିଆ ଗ୍ରାମର ମଧୁସୂଦନ ମହାନ୍ତି ଙ୍କ ବଡ ପୁଅ ଅଭିଜିତ ମହାନ୍ତି (୧୯) ବୋଲି ଜଣା ପଡିଛି। #mahimatv #Darada #trakatar

Basta, Balasore | Jul 14, 2026

#ଟ୍ରାକ୍ଟର_ଓଲଟି_ଜଣେ_ମୃତ। 

 #ରାସ୍ତା_କଡ଼ରେ_ଠିଆ_ହୋଇଥିବା_ବେଳେ_ଓଲଟିଲା_ଟ୍ରାକ୍ଟର।
#ଯୁବକ_ମୃତ_ଚାଳକ_ଫେରାର!
 

#mahimatv #Darada #trakatar

#ଟ୍ରାକ୍ଟର_ଓଲଟି_ଜଣେ_ମୃତ। #ରାସ୍ତା_କଡ଼ରେ_ଠିଆ_ହୋଇଥିବା_ବେଳେ_ଓଲଟିଲା_ଟ୍ରାକ୍ଟର। #ଯୁବକ_ମୃତ_ଚାଳକ_ଫେରାର! #mahimatv #Darada #trakatar

Basta, Balasore | Jul 14, 2026

#ବିଜୁ_ଯୁବଛାତ୍ର_ଜନତାଦଳ_ଦଳପକ୍ଷରୁ_ବିକ୍ଷୋଭ 
#ଶିକ୍ଷାର_ଅଧିକାର_ଆମର_ଦାବି_ନାରାରେ_ଜିଲ୍ଲାପାଳ_ଅଫିସ!

​ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ 'ଶିକ୍ଷା ବଞ୍ଚାଓ ଆନ୍ଦୋଳନ' ଆୟୋଜିତ ହୋଇଯାଇଛି। 
ପିଲାଙ୍କ ଶିକ୍ଷାର ସୁରକ୍ଷା ଓ ସେମାନଙ୍କ ହକ ପାଇଁ ଏହି ଲଢ଼େଇ । Rajkishore Behera Mahima TV Rajesh Giri Rajesh Behera
​#ShikhyaBachaoAndolan #balasore #highlightseveryone #bjd #BJDDigitalWing #Odisha 
Naveen Patnaik  Ipshitaa Sahoo  Goutambuddha Das #mahimatv

#ବିଜୁ_ଯୁବଛାତ୍ର_ଜନତାଦଳ_ଦଳପକ୍ଷରୁ_ବିକ୍ଷୋଭ #ଶିକ୍ଷାର_ଅଧିକାର_ଆମର_ଦାବି_ନାରାରେ_ଜିଲ୍ଲାପାଳ_ଅଫିସ! ​ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ 'ଶିକ୍ଷା ବଞ୍ଚାଓ ଆନ୍ଦୋଳନ' ଆୟୋଜିତ ହୋଇଯାଇଛି। ପିଲାଙ୍କ ଶିକ୍ଷାର ସୁରକ୍ଷା ଓ ସେମାନଙ୍କ ହକ ପାଇଁ ଏହି ଲଢ଼େଇ । Rajkishore Behera Mahima TV Rajesh Giri Rajesh Behera ​#ShikhyaBachaoAndolan #balasore #highlightseveryone #bjd #BJDDigitalWing #Odisha Naveen Patnaik Ipshitaa Sahoo Goutambuddha Das #mahimatv

Basta, Balasore | Jul 13, 2026