Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଉମରକୋଟ: ୨୨ ତାରିଖ ସୁଦ୍ଧା ଚାଷୀ ଙ୍କୁ ନାୟ ନ ମିଳିଲେ ତିନି ବ୍ଲକ ରେ ଚକ ଅଖ ବନ୍ଦ । ଚାଷୀ ମହାସଂଘ ର ସାମ୍ବାଦିକ ସମ୍ମିଳନୀ ରେ ପ୍ରଦୀପ ମାଝୀ ।

Umarkote, Nabarangpur | Dec 20, 2025
ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରା ଯାଇଥିଲା । ଏଥିରେ ଉମରକୋଟ, ଝରିଗାଁ ଓ ରାଇଘର ର ଚାଷୀ ମାନେ ଯୋଗ ଦେଇଥିଲେ । ନବରଙ୍ଗପୁର ର ପୂର୍ବତନ ସାଂସଦ ବିଜେଡି ନେତା ପ୍ରଦୀପ ମାଝୀ ଙ୍କ ଅଧ୍ୟକ୍ଷତା ର ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଝରିଗାଁ, ରାଇଘର ଓ ଉମରକୋଟ ର ମକା ଓ ଧାନ କିଣା ରେ ରହିଥିବା ସମ୍ପର୍କ ର ଆଲୋଚନା କରା ଯାଇଥିଲା ।

MORE NEWS

ଉମରକୋଟ: ୨୨ ତାରିଖ ସୁଦ୍ଧା ଚାଷୀ ଙ୍କୁ ନାୟ ନ ମିଳିଲେ ତିନି ବ୍ଲକ ରେ ଚକ ଅଖ ବନ୍ଦ । ଚାଷୀ ମହାସଂଘ ର ସାମ୍ବାଦିକ ସମ୍ମିଳନୀ ରେ ପ୍ରଦୀପ ମାଝୀ । - Umarkote News