Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସତ୍ୟବାଦୀ: ଓଡ଼ିଆ ବିଶ୍ଵ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ଠାକୁରଙ୍କ ଜମିକୁ କମ୍ ମୂଲ୍ୟରେ ବିକ୍ରି ଉଦ୍ୟମ, ପ୍ସଚେତନ ନାଗରିକ ମାନଙ୍କ ପକ୍ଷରୁ ମନ୍ଦିର ଆଗରେ

Satyabadi, Puri | Oct 4, 2025
ସାକ୍ଷୀ ଗୋପାଳ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ଠାକୁରଙ୍କ ଜମିକୁ ଶାଗ ମାଛ ଦରରେ ବିକ୍ରୀ ଉଦ୍ୟମକୁ ନେଇ ଆଜି ମଧ୍ୟାହ୍ନ ୧୨ଟାରେ ସତ୍ୟବାଦୀ ସଚେତନ ନାଗରିକ ଓ ମନ୍ଦିର ସେବାୟତ ମାନଙ୍କ ପକ୍ଷରୁ ସାକ୍ଷୀ ଗୋପାଳ ମନ୍ଦୀର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା।