କଟକ ପୌରାଞ୍ଚଳ: କଟକ ମେୟର ଓ କମିଶନରଙ୍କ ସହ ବିଶିଷ୍ଟ ଶିକ୍ଷାବିତ୍ ବିବେକାନନ୍ଦ ଦାସଙ୍କ ସାକ୍ଷାତ
କଟକ ମହାନଗର ନିଗମର ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ବିବେକାନନ୍ଦ ଦାସଙ୍କୁ ଭେଟିଲେ ମେୟର ସୁବାସ ସିଂହ ଓ କମିଶନର କିରଣଦୀପ କୌର ସାହୋତା। ବରିଷ୍ଠ ନାଗରିକଙ୍କ ସହ ଆତ୍ମୀୟ ସମ୍ପର୍କ ଓ ସମ୍ମାନ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।