ଗୋଷ୍ଠୀ ଶିକ୍ଷାଧିକାରି କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ମାଗଣା ପୋଷାକ ବଣ୍ଟନକୁ ନେଇ ଏସ୍ଏଚଜି ଗ୍ରୁପକୁ ପୋଷାକ ତିଆରି କରି ବିଦ୍ୟାଳୟକୁ ଦେବା ପାଇଁ ନିର୍ଣ୍ଣୟ କରାଯାଇଥିଲା।ବିଡିଓ ଜ୍ୟୋତି ବିକାଶ ଦାଶଙ୍କ କହିବା ଅନୁସାରେ ସେ କମିଟି ମେମ୍ବର୍ ଅଛନ୍ତି ଓ କେତେଦୂର ପୋଷାକ ବଣ୍ଟନ ହୋଇଛି ତାହା ସେ ଜାଣି ନାହାନ୍ତି।ବିଇଓ ସାଲଗି ମୁନି କହିଛନ୍ତି ଗୋଟିଏ ବିଦ୍ୟାଳୟରେ ପୋଷାକ ମିଳିନଥିବା ସୂଚନା ଅଛି।