Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କଟକ ପୌରାଞ୍ଚଳ: ବିଦ୍ୟୁତ୍‌‌ ଖୁଣ୍ଟ ଚୋରି କରିବା ଅଭିଯୋଗରେ ଶନିବାର ଜଗତପୁର ଅଞ୍ଚଳରୁ ୩ଜଣଙ୍କୁ ଗିରଫ କଲା ଟାଙ୍ଗୀ ଥାନା ପୋଲିସ।

ବିଶ୍ୱନାହାକାଣୀ ଠାରୁ ମଣିଆ ଗ୍ରୀଡ଼ ମଧ୍ୟରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌‌ ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ରଖାଯାଇଥିବା ବିଦ୍ୟୁତ୍‌‌ ଖୁଣ୍ଟ ଚୋରି ଘଟଣାରେ ଟାଙ୍ଗୀ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାଳୀ ଚରଣ ମୁର୍ମୁ (୨୪), ବିପିନ ସୋରେନ (୨୧) ଓ ସୋମନାଥ ପ୍ରଧାନ(୨୩)। ଏମାନେ ବାରିପଦା ସଦର ଅଞ୍ଚଳର ହୋଇଥିବା ବେଳେ ଜଗତପୁରରେ ରହି ଏଭଳି ଚୋରା କାରବାର କରୁଥିଲେ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ ଶନିବାର ରାତି ୯ଟା ରେ ପୋଲିସ ସୂଚନା ଦେଇଛି।

MORE NEWS

କଟକ ପୌରାଞ୍ଚଳ: ବିଦ୍ୟୁତ୍‌‌ ଖୁଣ୍ଟ ଚୋରି କରିବା ଅଭିଯୋଗରେ ଶନିବାର ଜଗତପୁର ଅଞ୍ଚଳରୁ ୩ଜଣଙ୍କୁ ଗିରଫ କଲା ଟାଙ୍ଗୀ ଥାନା ପୋଲିସ। - Cuttack M Corp PS News