କେନ୍ଦୁଝର ସହର: ବଡବିଲ ଯୋଡା ରାଜପଥର ସ୍ମାର୍ଟ ବଜାର ସମ୍ମୁଖରେ ହାଇୱା ଦୁର୍ଘଟଣା ଗ୍ରସ୍ତ
କେନ୍ଦୁଝର ଜିଲ୍ଲା ବଡବିଲ ଯୋଡା ରାଜପଥର ସ୍ମାର୍ଟ ବଜାର ସମ୍ମୁଖରେ ଆଜି ଏକ ହାଇୱା ରାସ୍ତା କଡ ଡ୍ରେନ ଉପରେ ଚଢ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ହାଇୱା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆହତଙ୍କ ବିଷୟରେ ସୂଚନା ମିଳି ପାରି ନାହିଁ।