କଟକ ପୌରାଞ୍ଚଳ: କଟକ: ବାଣ ନ ଫୁଟାଇ ଦୀପାବଳି ପାଳିଲେ ବିଡାନାସୀ ଯୁବ ଶକ୍ତି, ଅମର ଯବାନ ଜ୍ୟୋତି ଶୋଭାଯାତ୍ରା
କଟକର ବିଡାନାସୀ ଯୁବ ଶକ୍ତି ସଂଗଠନ ପକ୍ଷରୁ ବାଣ ନ ଫୁଟାଇ ସ୍ୱତନ୍ତ୍ର ଭାବେ ଦୀପାବଳି ପାଳିତ । ଯବାନ ଓ ସେବା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ସମ୍ମାନରେ ଅମର ଯବାନ ଜ୍ୟୋତି ମଶାଲ ଶୋଭାଯାତ୍ରା ଆୟୋଜନ । ସଂଗଠନର ଅନେକ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।