ମୋହନା: ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ଚାଲାଣ ରୋକିବା ପାଇଁ ମୋହନା ବ୍ଲକ୍ ଗୋବିନ୍ଦପୁରରେ ଏକ ଦିନିକିଆ ସଚେତନତା କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ଚାଲାଣ ରୋକିବା ପାଇଁ ମୋହନା ବ୍ଲକ୍ ଗୋବିନ୍ଦପୁର ପଂଚାୟତରେ ଏକ ଦିନିକିଆ ସଚେତନତା ଆଜି ଦିନ ଦୁଇ ଘଣ୍ଟ ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତ ସମେତ ମଳାସପଦର୍ ଓ ଜରଉ ପଂଚାୟତରୁ ପ୍ରାୟ ୨ ଶହ ଉର୍ଦ୍ଧ ମହିଳା ପୁରୁଷ ମାନେ ଯୋଗ ଦେଇଥିବା ବେଳେ ପଂଚାୟତରେ କିଭଳି ଶିଶୁ ଚାଲାଣ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ