ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ରେ ବହୁ ଚୋରା ମାତାଙ୍କ ଷୋହଲସ ପୂଜା ଅନୁଷ୍ଠିତ
ଆଜି ସମ୍ବଲପୁର ରେ ବହୁ ଚୋରା ମାତାଙ୍କ ସଲୋଶ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ପୂଜା ମୁଖ୍ୟତଃ କିନ୍ନର ମାନେ କରିଥାନ୍ତି l ଆଜି ସନ୍ଧ୍ୟା 6 ଟା ସମୟରେ ଏକ ବିରାଟ ରାଲି ଗୋପାଲମାଲ ଅଞ୍ଚଳରୁ ବାହାରି ଚୋରା ମାତାଙ୍କ ସହର ପରିକ୍ରମା କରିଥିଲେ l ଏହି ପୂଜାଟି କିନ୍ନର ମାନଙ୍କ ଏକ ପ୍ରମୁଖ ପୂଜା ଅଟେ l ଆର ଜନ୍ମ ରେ ଯେପରି ସେମାନେ କିନ୍ନର ଜନ୍ମ ନହୁନ୍ତୁ ସେଥିପାଇଁ ଏହି ପୂଜା ମୁଖ୍ୟତଃ କରାଯାଇଥାଏ l