ସୋରଡା: ସୋରଡ଼ା: ବନ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବିଧାୟକ, ସହାୟତା ପ୍ରଦାନର ପ୍ରତିଶ୍ରୁତି
Surada, Ganjam | Nov 6, 2026 ସୋରଡ଼ା NAC ୫ ନଂ ୱାର୍ଡ ହରିଜନ ସାହିରେ ବନ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ। ପ୍ରଭାବିତ ପରିବାରଙ୍କୁ ଭେଟି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିରନ୍ତର ତଦାରଖ କରିବେ ବୋଲି ପ୍ରକାଶ କରିଛନ୍ତି।