କୋରାପୁଟରେ ବିଜେପି ସରକାରକୁ ଟାର୍ଗେଟ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା !
"ପ୍ରଥମେ ମଣ୍ଡିରୁ ଧାନ ଉଠାଅ, ପରେ ବିକାଶର ପାଠ ପଢ଼ାଅ"
ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକାଙ୍କ କଟାକ୍ଷ— ✅ ମଣ୍ଡିରେ ପଡ଼ିଥିବା ଧାନ ଉଠାଅ
✅ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଅ
✅ ଭତ୍ତା ବଞ୍ଚିତଙ୍କୁ ଭତ୍ତା ପ୍ରଦାନ କର
✅ ଯୋଜନା ସରକାରଙ୍କ ପାଇଁ ନୁହେଁ, ଲୋକଙ୍କ ପାଇଁ
"ଅସଲ ବିକାଶ ହେଉଛି ଲୋକଙ୍କ ସମସ୍ୟାର ସମାଧାନ" ବୋଲି କହି ସରକାରଙ୍କୁ ଘେରିଲେ ସସ୍ମିତା ମେଲକା।
#Koraput #SasmitaMelka #BJPGovernment #BikasharaDhara #OdishaPolitics #KoraputNews #SubhadraYojana #OdiaNews #KoraputLive