କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଟକୁରା ଗସ୍ତ
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଜୟ ପଣ୍ଡା ପାଟକୁରା ନିର୍ବାଚନ ମଣ୍ଡଳୀର ଚାନ୍ଦୋଳସ୍ଥିତ ଏଚ୍ ଏନ୍ ଏସ୍ ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ବିପ୍ଳବ ପଣ୍ଡାଙ୍କ ବାସଭବନ ପରିଦର୍ଶନ କରିଛନ୍ତି। ଏହି ସମୟରେ ବିଜେପି ନେତା ତେଜେଶ୍ୱର ପରିଡ଼ା ଉପସ୍ଥିତ ଥିଲେ।