ସୁକିନ୍ଦା: ଯାଜପୁର ସାନବଜାରରେ ସ୍ବର୍ଗତ ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଯାଜପୁର ସାନବଜାରଠାରେ ବରିଷ୍ଠ ଆଇନଜୀବୀ ରାଜୀବ ମହାନ୍ତିଙ୍କ ପିତା ସ୍ବର୍ଗତ ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।