Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana

ଛେଣ୍ଡିପଦା: ଛେଣ୍ଡିପଦା କଣିହାଁ ସ୍ଥିତ ଡେରଙ୍ଗ ଷ୍ଟାଡିୟମରେ 28 ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Chhendipada, Angul | Nov 27, 2025
ଛେଣ୍ଡିପଦା କଣିହାଁ ସ୍ଥିତ ଡେରଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ 28 ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ପୂର୍ବାହ୍ନ ୧୧ ଟା ରେ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ପ୍ରଥମ ମ୍ୟାଚ ଭଦ୍ରକ ଓ ବଲାଙ୍ଗିର ମଧ୍ୟରେ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ହୋଇଛି। ଅଟିଥି ଭାବେ ଡେରଙ୍ଗ ସରପଞ୍ଚ ଯୋଗଦେଇଥିଲେ। ମ୍ୟାଚ ପୂର୍ବରୁ ପ୍ରଥମେ ମା ଙ୍କ ନିକଟରେ ପୂଜାର୍ଚ୍ଚନା କରି ବାଣ ଫୁଟାଇ ମ୍ୟାଚ୍ ଆରମ୍ଭ କରାଯାଇଥିଲା।