Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଫୁଲବାଣୀ ସହର: ଦାରିଙ୍ଗିବାଡ଼ି ଗ୍ରାମର ଛାତ୍ର ତୁଷାର ମିଶ୍ର ପିନ କଣ୍ଟା ଗିଳି ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କନ୍ଧମାଳ ଜିଲ୍ଲାପାଳ

କନ୍ଧମାଳର ଦାରିଙ୍ଗବାଡିର ସପ୍ତମ ଶ୍ରେଣୀ ର ଛାତ୍ର ପିନ ଗିଳି ମୃତ,ଦାରିଙ୍ଗିବାଡି ଥାନାରେ ଏତଲା।ଫୁଲବାଣୀରେ ନିଜ ମାମୁ ଘରେ ରହି ଫୁଲବାଣୀ ଉପକଣ୍ଠ ଧୋବାତୋଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପାଠ ପଢୁଥିଲେ ତୁଷାର ମିଶ୍ର। ଗତ ୧୫ ତାରିଖରେ ସେ ସ୍କୁଲରେ ଥିବା ବେଳେ ୧୧ଟା ସମୟରେ ତୁଷାର ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୂଲବଶତଃ ଗିଳି ଦେଇଥିଲେ। ଏ ନେଇ ସେ ଶ୍ରେଣୀ ରେ ଥିବା ଶିକ୍ଷକ ସମେତ ଅନ୍ୟ ଶିକ୍ଷକ ମାନଙ୍କୁ ମଧ୍ୟ କହିଥିଲେ। କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ।
ଫୁଲବାଣୀ ସହର: ଦାରିଙ୍ଗିବାଡ଼ି ଗ୍ରାମର ଛାତ୍ର ତୁଷାର ମିଶ୍ର ପିନ କଣ୍ଟା ଗିଳି ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କନ୍ଧମାଳ ଜିଲ୍ଲାପାଳ - Phulabani Town News