Public App Logo
Jansamasya
Heatwave
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews

ରେଙ୍ଗାଲି: ଶାସନ ଥାନା ଅନ୍ତର୍ଗତ ଵିଶାଲ ଖିଣ୍ଡା ଅଞ୍ଚଳରେ ସଡ଼କ ଦୁର୍ଘଟଣା, ପୋଲୋ ଭାଙ୍ଗି ତଳେ ପଡିଲା ହାଇୱା

Rengali, Sambalpur | Nov 21, 2025
ଶାସନ ଥାନା ଅନ୍ତର୍ଗତ ଵିଶାଲ ଖିଣ୍ଡା ଅଞ୍ଚଳରେ ସଡ଼କ ଦୁର୍ଘଟଣା, ପୋଲୋ ଭାଙ୍ଗି ତଳେ ପଡିଲା ହାଇୱା l ମିଳିଥିବା ସୂଚନା ଅନୁଯାଇ ଆଜି ଦିନ ପ୍ରାୟ 12 ଟା ସମୟରେ ଏକ ହାଇୱା ସମ୍ବଲପୁର ଆଡକୁ ଆସୁଥିବା ବେଳେ ହଟାତ ଭାରସାମ୍ୟ ହରାଇ ଏକ ପୋଲୋ ତଳକୁ ଓଲଟି ପଡିଥିଲା l ଏହି ଦୁର୍ଘଟଣା ରେ କାହାରି କିଛି ହୋଇନଥିଲା l ସେପଟେ ଶାସନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l

MORE NEWS