ଦେବଗଡ: ଦେବଗଡ଼ରେ ପାଳିତ ହେଲା ଜାତୀୟ ଆଇନ ସେବା ଦିବସ
ଦେବଗଡ଼ର ପୁରୁଣାଗଡ଼ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଛି। ଜିଲ୍ଲା ଜଜ୍ ଓ ଅନ୍ୟ ବିଚାରପତିମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନ ସେବା ଓ ଅଧିକାର ମିତ୍ର ହେବା ସମ୍ପର୍କରେ ସଚେତନ କରିଥିଲେ।