Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରଗଡାପାଟିଆ ଗାଁ ର କାଣ୍ଟୁ ମହିଁଷାଳ ବାଡ଼ିରୁ ୮ ଫୁଟ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରଗଡାପାଟିଆ ଗାଁ ର କାଣ୍ଟୁ ମହିଁଷାଳ ବାଡ଼ିରୁ ୮ ଫୁଟ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ବନବିଭାଗ ର ସାପ ଉଦ୍ଧାରକାରି ଟିମ୍ ସାପଟିକୁ ଉଦ୍ଧାର କରି ଭିତରକନିକା ଜଙ୍ଗଲରେ ଛାଡିଛନ୍ତି । କାଣ୍ଟୁ ମହିଁଷାଳ ବାଡ଼ିରେ ଅଜଗର ସାପ କୁ ଦେଖି ଭୟଭୀତ ହୋଇ ବନବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ର ଟିମ୍ ପହଁଞ୍ଚି ସାପଟିକୁ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନ ଜଙ୍ଗଲ ମଧ୍ୟରେ ଛାଡିଛି ।

MORE NEWS