Public App Logo
Profile Picture

କେନ୍ଦ୍ରାପଡ଼ା ଅପଡେଟ

@nihar20051981
30840Followers
8Following
କେନ୍ଦ୍ରାପଡା: ପୌର ଦୃଷ୍ଟିହୀନ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ, ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ ଦାସ
କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ପାଇଁ ଚାଲିଛି ସେବା ସଂକଳ୍ପ ଅଭିଯାନ,କାର୍ଯ୍ୟକ୍ରମରେ ଭାଗନେଇ ପ୍ରତିକ୍ରିୟା ରଖିଲେ ଦିବ୍ୟାଙ୍ଗ ଛାତ୍ର
କେନ୍ଦ୍ରାପଡା: ସାମଗୁଡ଼ିଆ ଗ୍ରାମରେ ପିଏମ ଆବାସ ଯୋଜନାରେ ପ୍ରତିକ୍ରିୟା ରଖିଲେ ଜଣେ ମହିଳା ହିତାଧିକାରୀ
କେନ୍ଦ୍ରାପଡା: ଜିଲ୍ଲା ସଂସ୍କୃତି ଭଵନରେ ବିଜେପିର କାର୍ଯ୍ୟକାରିଣୀ ବୈଠକ,ଯୋଗଦେଲେ ମନ୍ତ୍ରି,ଶୁଣନ୍ତୁ ପ୍ରତିକ୍ରିୟା
କେନ୍ଦ୍ରାପଡା: କେନ୍ଦ୍ରାପଡ଼ାର ଗୋପରେଥିବା ପୌରାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର
କେନ୍ଦ୍ରାପଡା: ସୋମବାର ଦିନ ଜିଲାର ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ହେବ ଜିଲ୍ଲାପାଳ ଓ ଏସପିଙ୍କ ଜନସୁଣାଣି ଶିବିର
କେନ୍ଦ୍ରାପଡା: ପଟାମୁଣ୍ଡାଇ ପୌରାଞ୍ଚଳରେ ବେଆଇନ ରାସ୍ତା କାମ,ସମସ୍ୟା ଉଜାଗର କଲେ ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ପଣ୍ଡା
କେନ୍ଦ୍ରାପଡା: କାହିଁକି ଜିଲ୍ଲା ପରିଷଦ ମିଟିଙ୍ଗରେ ରାଗିଲେ ବିଧାୟକ ଧୃବ ସାହୁ,ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ଧୃବ,ଦେଖନ୍ତୁ ଭାଇରାଲ ଭିଡିଓ
କେନ୍ଦ୍ରାପଡା: ଗୋପର ମଳ ଉପଚାର କେନ୍ଦ୍ରରେ ଏକ୍ସ ପୋଜର ଭିଜିଟରେ ଆସିଥିବା ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇ ପ୍ରତିକ୍ରିୟା ରଖିଲେ ବିଭାଗୀୟ ଅଧିକାରୀ
କେନ୍ଦ୍ରାପଡା: ପରିଚୟାତ୍ମକ ଭ୍ରମଣରେ ଫ୍ରେଜର ବାଳିକା ବିଦ୍ୟାଳୟର ଛାତ୍ରୀସମୂହ,ମଳ ଉପଚାର କେନ୍ଦ୍ରରେ ପ୍ରତକ୍ଷ ଜ୍ଞାନ ଆହରଣ କରି ପ୍ରତିକ୍ରିୟା ରଖିଲେ ଛାତ୍ରୀ
କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କେନ୍ଦ୍ରାପଡ଼ା ପୌରସଂସ୍ଥା ପକ୍ଷରୁ ସ୍ୱଛତା ହିଁ ସେବା,ପ୍ରତିକ୍ରିୟା ରଖିଲେ ବିଭାଗୀୟ ପରିମଳ ଅଧିକାରୀ
କେନ୍ଦ୍ରାପଡା: ଜିଲା ପରିଷଦ ମିଟିଙ୍ରେ ରାଗି କରି ନିଆଁବାଣ ହେଲେ ରାଜନଗର ବିଧାୟକ,, ଦେଖନ୍ତୁ ଏ ଦୃଶ୍ୟ, ଭାଇରାଲ ଭିଡିଓ
କେନ୍ଦ୍ରାପଡା: ପୌରସଂସ୍ଥାର ଇଛାପୁର ଠାରେ ପିଏମ ଆବାସ ଯୋଜନାରେ ଉପକୃତ ହିତାଧିକାରୀ ରଖିଲେ ପ୍ରତିକ୍ରିୟା
କେନ୍ଦ୍ରାପଡା: ପୌରାଞ୍ଚଳ ଏକ ନମ୍ବର ୱାର୍ଡରେ ପିଏମ ଆବାସ ଯୋଜନା ହିତାଧିକାରୀ ରଖିଲେ ପ୍ରତିକ୍ରିୟା
କେନ୍ଦ୍ରାପଡା: ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଅନୁଷ୍ଠିତହେଲା ଆଶୀର୍ବାଦ ଦ୍ବୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ,ରାଜ୍ୟ ବିଜେପି ଉପାଧ୍ୟାକ ଅଶୋକମିଶ୍ରଙ୍କ ପ୍ରତିକ୍ରିୟl
କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶ୍ରୀବଳଦେବଜୀଉ ମନ୍ଦିରରେ ପ୍ରଜ୍ବଳନ ହେଲା ଆଶୀର୍ବାଦ ଦୀପ, ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପୌର ସଂସ୍ଥା ପରିସରରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆଗ୍ରଗତି ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ବିଭାଗୀୟ ଅଧିକାରୀ
କେନ୍ଦ୍ରାପଡା: ପୌରସଂସ୍ଥା ଏକ ନମ୍ବର ୱାର୍ଡରେ ପିଏମ ଆବାସ ଯୋଜନାର ଜଣେ ମହିଳା ହିତାଧିକାରୀ ଗୀତାଞ୍ଜଳି ପାତ୍ରଙ୍କ ପ୍ରତିକ୍ରିୟା
କେନ୍ଦ୍ରାପଡା: ସାମଗୁଡ଼ିଆ ଗ୍ରାମରେ ପିଏମ ଆବାସ ଯୋଜନାରେ ଉପକୃତ ଜଣେ ହିତାଧିକାରୀ ରଖିଲେ ପ୍ରତିକ୍ରିୟା
କେନ୍ଦ୍ରାପଡା: ସେପ୍ଟେମ୍ବର 17 ତାରିଖ ସନ୍ଧ୍ୟାରେ ଦୀପଦାନ ପାଇଁ ଆହ୍ୱାନ ଦେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା
କେନ୍ଦ୍ରାପଡା: ରାଜନଗର ପୋଲିସ ଦ୍ୱାରା ସ୍ଥାନୀୟ ଦଧିବାମନ ମନ୍ଦିର ପାଖରୁ ତିନି ଜୁଆଡ଼ି ଗିରଫ
କେନ୍ଦ୍ରାପଡା: ପାରାଦ୍ୱୀପ ହରିଦାସପୁର ମେମୁ ଟ୍ରେନରେ ବ୍ୟାପକ ଅବ୍ୟବସ୍ଥା,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡ଼ାରୁ ଯାଉଥିବା ରେଳ ଯାତ୍ରୀ
କେନ୍ଦ୍ରାପଡା: ଶ୍ରୀରାମପୁର ପଂଚାୟତରେ ରିଲିଫ ସାମଗ୍ରୀ ହଡପ, ପ୍ରତିକ୍ରିୟା ରଖିଲେ ପଂଚାୟତ ସମିତିସଭ୍ୟ
କେନ୍ଦ୍ରାପଡା: ପଟାମୁଣ୍ଡାଇ ବ୍ଲକକୁ ଆସିଥିବା ରିଲିଫ ବିତରଣରେ ଅନିୟମିତତା,ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ନାଗରିକ
କେନ୍ଦ୍ରାପଡା: ଗୋବିନ୍ଦପୁର ଗ୍ରାମ ଅକ୍ଷୟ ମଳିକଙ୍କ ସଡ଼କ ଦୁର୍ଘଟଣା ରେ ବିୟୋଗ,ଖବର ପାଇଁ ପରିବାର ଲୋକଙ୍କୁ ସମବେଦନା ଜଣାଇଲେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର
କେନ୍ଦ୍ରାପଡ଼ା ଅପଡେଟ (@nihar20051981) | Public App