Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ହରିପୁର ଗାଁରେ ଜଣେ ଯୁବକକୁ ମରଣାନ୍ତ୍ରକ ଅ।କ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

Bhanjanagar, Ganjam | Jan 10, 2026
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ହରିପୁର ଗାଁରେ ଜଣେ ଯୁବକକୁ ମରଣାନ୍ତ୍ରକ ଅ।କ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତ୍ଵର ଯୁବକ ଜଣକ ହରିପୁର ଗାଁର ଟୁନା ନାୟକ ବୋଲି ଜଣାପଡିଥିବା ବେଳେ ଜଣେ ନାବାଳକ ଏହି ଅ।କ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତ୍ଵର ଯୁବକ ଜଣକ ଜଗନ୍ନାଥପ୍ରସାଦ ମେଡିାକଲରେ ଚିକିଛିତ ହେଉଥିବା ବେଳେ ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରୁଛି ।

MORE NEWS

ଭଞ୍ଜନଗର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ହରିପୁର ଗାଁରେ ଜଣେ ଯୁବକକୁ ମରଣାନ୍ତ୍ରକ ଅ।କ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । - Bhanjanagar News