Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଡାବୁଗାଁ: ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଓରମାସ ଓ ଓଏଲଏମର ଫାର୍ମର ପ୍ରଡୁସର କମ୍ପାନୀ ନେଇ ମିଳିତ ବୈଠକ ଅନୁଷ୍ଠିତ

Dabugan, Nabarangpur | Nov 1, 2025
ଆଜି ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଫାର୍ମର ପ୍ରଡୁସର କମ୍ପାନୀ ନେଇ ଓରମାସ ଓ ଓଏଲଏମର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି | ଯେଉଁଥିରେ ଉପସ୍ଥିତ ଏମବିକେ, ଲାଇନ ବିଭାଗ ସଦସ୍ୟ ମାନଙ୍କୁ ଏହା ବିଷୟରେ ବୁଝା ଯାଇଥିଲେ | ଏଥିରେ ମହିଳା ମାନେ ସଭ୍ୟ ରହି ପରବର୍ତ୍ତି ପର୍ଯ୍ୟାୟରେ ରେଜିଷ୍ଟ୍ରି ଭୁକ୍ତ ହୋଇ ମକା, ଧାନ ଆଦି କ୍ରୟ କରି ଲାଭବାନ ହେବା ସହ ସୁଲଭ ଦରରେ ସାର ଓ ବିହନ ପାଇ ପାରିବେ ସେନେଇ ଆଲୋଚନା ହୋଇଥିଲା | ବିଡ଼ିଓ କପିଲଦେବ ସାହୁ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,ଡିପିଏମ ସୁସ୍ମିତା ସାମନ୍ତରାୟ, ଡେପୁଟି ସିଓ ରୋଶନ କାର୍ତିକ ଓ ବିପିଏମ ପ୍ରମୁଖ ଉପସ୍ଥିତ ଥିଲେ |