Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ନର୍ଲା: ନର୍ଲା ଥାନା ଅଞ୍ଚଳର ଦୁଇ ଯୁବକ ଙ୍କ ଠାରୁ ମୁଡିଙ୍ଗ ଛକ ଠାରେ ଛଅ ଜଣ ଅଜଣା ଚୋର ବାଇକ୍ ଓ ମୋବାଇଲ ଚୋରି ଘଟଣା ଥାନାରେ ଅଭିଯୋଗ

Narala, Kalahandi | Jan 17, 2026
ଗତ ଶୁକ୍ରବାର ଦିନ ନର୍ଲା ଥାନା ଅଞ୍ଚଳର ଦୁଇ ଯୁବକ ବାଇକ୍ ଯୋଗେ ଯାତ୍ରା ଦେଖି ଫେରୁଥିବା ବେଳେ ରାତ୍ର ସମୟରେ ଛଅ ଜଣ ଅଜଣା ଦୁର୍ବୃତ୍ତ ଚୋର ଆସି ବାଇକ୍ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲେ ଓ ଦୁଇ ଯୁବକକୁ ମାଡ ମାରିଥିଲେ ଓ ବାଇକ୍ ମୋବାଇଲ ଫୋନ୍ ଚୋରି କରି ନେଉଥିଲେ ଉକ୍ତ ଘଟଣା କୁ ନେଇ ଆଜି ରାତ୍ର ସାତ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ଯୁବକ
ନର୍ଲା: ନର୍ଲା ଥାନା ଅଞ୍ଚଳର ଦୁଇ ଯୁବକ ଙ୍କ ଠାରୁ ମୁଡିଙ୍ଗ ଛକ ଠାରେ ଛଅ ଜଣ ଅଜଣା ଚୋର ବାଇକ୍ ଓ ମୋବାଇଲ ଚୋରି ଘଟଣା ଥାନାରେ ଅଭିଯୋଗ - Narala News