ସାରଙ୍ଗଡ ଥାନା ଅଞ୍ଚଳର ଦାସିଗୁଡା ଠାରେ ଏକ ସଡକ ଦୁର୍ଘଟଣା ଜଣେ ମହିଳା ଙ୍କ ମୁତ୍ୟୁ ଘଟିଛି ଏହି ଘଟଣା ଟି ସମବାର ସଂନ୍ଧ୍ୟା 5ରୂ 7ଘଣ୍ଟିକା ସମୟ ରେ ଘଟିଛି , ସୁଚନା ଅନୁସାରେ ଏକ ଅଟରେ ଆସୁଥିବା ସମୟରେ ମହିଳା ଜଣକ ବାନ୍ତି କରୁଥିଲେ ରୁ ଏକ ଟ୍ରକ ରେ ମୁଣ୍ଡ ବାଜି ଏହି ଦୁର୍ଘଟଣା ଘଟିଛି ମୁତ୍ୟୁ ବରଣ କରିଥିବା ମହିଳା ବାଲିଗୁଡା ଅଞ୍ଚଳର ବଲି ଜଣା ପଡିଛି