କଳାହାଣ୍ଡି: ଭବାନୀପାଟଣାରେ ଟ୍ରାଫିକ୍ ଜାମ୍ରେ ଫସିଲା ୨ଟି ଆମ୍ବୁଲାନ୍ସ
Kalahandi, Kalahandi | Oct 17, 2026
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦୁର୍ଗାପୂଜା ପ୍ରୋସେସନ୍ ଯୋଗୁଁ ୨୬ ନମ୍ବର ଜାତୀୟ ରାଜପଥରେ ଘଣ୍ଟାଏ ଧରି ଜାମ୍। କଲେଜ ଛକରୁ ମାଣିକେଶ୍ୱରୀ ଛକ ପର୍ଯ୍ୟନ୍ତ ଯାତାୟାତ ଠପ୍, ଟ୍ରାଫିକ୍ ଭିତରେ ଫସିଲେ ଦୁଇଟି ଆମ୍ବୁଲାନ୍ସ।